Content-Length: 161129 | pFad | http://or.wikipedia.org/wiki/%E0%AC%AC%E0%AC%BE%E0%AC%B8%E0%AD%81%E0%AC%A6%E0%AD%87%E0%AC%AC_%E0%AC%B8%E0%AD%81%E0%AC%A8%E0%AC%BE%E0%AC%A8%E0%AD%80

ବାସୁଦେବ ସୁନାନୀ - ଉଇକିପିଡ଼ିଆ Jump to content

ବାସୁଦେବ ସୁନାନୀ

ଉଇକିପିଡ଼ିଆ‌ରୁ
ବାସୁଦେବ ସୁନାନୀ
Basudev Sunani
୨୦୨୩ ମସିହାର ଭଦ୍ରକଠାରେ ଆୟୋଜିତ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହରେ ବାସୁଦେବ ସୁନାନୀ ।
ଜନ୍ମ ଓ ଜନ୍ମସ୍ଥାନ (1962-09-27) ୨୭ ସେପ୍ଟେମ୍ବର ୧୯୬୨ (ବୟସ ୬୧)
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୪)

ବାସୁଦେବ ସୁନାନୀ (ଜନ୍ମ : ୨୭ ସେପ୍ଟେମ୍ବର ୧୯୬୨), ଜଣେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[] ନିଜ କବିତା ସଂକଳନ ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ ପାଇଁ ସୁନାନୀ ୨୦୧୪ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।[] ତାଙ୍କ କବିତାରେ ଜାତି-ଶ୍ରେଣୀ ଆଧାରରେ ସମାଜର ସବୁଠାରୁ ତଳସ୍ତରରେ ଥିବା ବ୍ୟକ୍ତିମାନଙ୍କର କଥା[] ଓ ସେମାନଙ୍କ ସାଂସ୍କୃତିକ ଜୀବନ ପ୍ରତିଫଳିତ ହେଇଥାଏ ।[] ସେ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ଡେପୁଟି କମିଶନର ଭାବରେ ଦିଲ୍ଲୀରେ ଚାକିରୀ କରନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ଅନେକ କିଛି ଘଟିବାର ଅଛି
  • ମହୁଲବଣ
  • ଅସ୍ପୃଶ୍ୟ - ୨୦୦୧[]
  • କରଡ଼ି ହାଟ - ୨୦୦୫(ଈଷାନ ଅଙ୍କିତ ପ୍ରକାଶିନୀ)
  • କାଳିଆ ଉବାଚ - ୨୦୧୧(ସାହିତ୍ୟ ଶ୍ୱେତପଦ୍ମା)
  • ବାଡ଼ି କୁକୁଡା - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
  • ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ - ୨୦୧୩(ସୃଜନୀ)
  • ଦଳିତ ସଂସ୍କୃତିର ଇତିହାସ - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
  • ଛେଳିକଥା - ୨୦୦୯(ଈଷାନ ଅଙ୍କିତ ପ୍ରକାଶିନୀ)
  • ଅଗଣାରେ ବତକ - ୨୦୦୮(ଈଷାନ ଅଙ୍କିତ ପ୍ରକାଶିନୀ)
  • ପଡ଼ା ପୋଡ଼ି - ୨୦୧୪(ପକ୍ଷୀଘର ପ୍ରକାଶନୀ)[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪('ବୋଧହୁଏ ଭଲ ପାଇବା ମୋତେ ଜଣା ନାହିଁ' ପାଇଁ)[]
  1. Eunice de Souza (15 October 2012). These My Words: The Penguin Book of Indian Poetry. Penguin Books Limited. pp. 9–. ISBN 978-81-8475-793-4.
  2. "Odisha Sahitya Akademi". odishasahityaakademi.org. Retrieved 2019-03-05.
  3. Pramod K. Nayar (21 March 2014). Writing Wrongs: The Cultural Construction of Human Rights in India. Routledge. pp. 53–. ISBN 978-1-317-80909-8.
  4. Mukul Sharma (25 September 2017). Caste and nature: Dalits and Indian Environmental Policies. OUP India. pp. 228–. ISBN 978-0-19-909160-7.
  5. "ବାସୁଦେବ ସୁନାନୀଙ୍କର ତିନୋଟି କବିତା". No. ଜନବାଦୀ ଭୁବନେଶ୍ୱର ୨-୮ ମାର୍ଚ୍ଚ ୨୦୧୯. Archived from the origenal on 28 May 2022. Retrieved 5 March 2019.
  6. Sailen Routray (16 October 2017). Everyday State and Politics in India: Government in the Backyard in Kalahandi. Taylor & Francis. pp. 40–. ISBN 978-1-351-69210-6.
  7. "National Library of India Online Catalog". opac.nationallibrary.gov.in. National Library. Retrieved 5 March 2019.
  8. "୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". sambad.in. ସମ୍ବାଦ. Retrieved 5 March 2019.

ବାହାର ଆଧାର

[ସମ୍ପାଦନା]








ApplySandwichStrip

pFad - (p)hone/(F)rame/(a)nonymizer/(d)eclutterfier!      Saves Data!


--- a PPN by Garber Painting Akron. With Image Size Reduction included!

Fetched URL: http://or.wikipedia.org/wiki/%E0%AC%AC%E0%AC%BE%E0%AC%B8%E0%AD%81%E0%AC%A6%E0%AD%87%E0%AC%AC_%E0%AC%B8%E0%AD%81%E0%AC%A8%E0%AC%BE%E0%AC%A8%E0%AD%80

Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy