Content-Length: 116067 | pFad | https://or.wikipedia.org/wiki/%E0%AC%95%E0%AD%8D%E0%AD%9F%E0%AC%BE%E0%AC%A5%E0%AC%B0%E0%AC%BF%E0%AC%A8_%E0%AC%A1%E0%AC%BF._%E0%AC%B8%E0%AD%81%E0%AC%B2%E0%AC%BF%E0%AC%AD%E0%AC%BE%E0%AC%A8

କ୍ୟାଥରିନ ଡି. ସୁଲିଭାନ - ଉଇକିପିଡ଼ିଆ Jump to content

କ୍ୟାଥରିନ ଡି. ସୁଲିଭାନ

ଉଇକିପିଡ଼ିଆ‌ରୁ
କ୍ୟାଥରିନ ଡି. ସୁଲିଭାନ
ନାସା ଗ୍ରହ ବିଜ୍ଞାନ ବିଶାରଦ
ଜାତୀୟତାଆମେରିକା
Statusଅବସର
ଜନ୍ମ (1951-10-03) ୩ ଅକ୍ଟୋବର ୧୯୫୧ (ବୟସ ୭୨)
ପିଟରସନ୍, ନ୍ୟୁ ଜର୍ସି
ଅନ୍ୟ ଜୀବିକାଭୂତ୍ତ୍ୱବିତ
RankCaptain, United States Navy
Time in space22 days 04 hours 49 minutes
Selection1978 NASA Group
Total EVAs1
Total EVA time3 hours 29 minutes
ଅଭିଯାନSTS-41-G, STS-31, STS-45
Mission insignia

କ୍ୟାଥରିନ ଡି. ସୁଲିଭାନ (ଜନ୍ମ : ୩ ଅକ୍ଟୋବର ୧୯୫୧) ଜଣେ ଜଣେ ଭୂତତ୍ତ୍ୱବିତ ଓ ମହାକାଶଚାରୀ । ଆମେରିକାର ନ୍ୟୁଜର୍ସିସ୍ଥିତ ପିଟରସନ ସହରରେ ଜନ୍ମ କ୍ୟାଥରିନ ଡି. ସୁଲିଭାନଙ୍କର । ମହାକାଶ ଯାତ୍ରାଲାଗି ତାଙ୍କର ପ୍ରବଳ ଆଗ୍ରହ ହେବାରୁ ସେ ନାସା(ଆମେରୀକିୟ ମହାକାଶ ଗବେଷଣା ସଂସ୍ଥା)ରେ ପ୍ରଶିକ୍ଷଣ ନେଇ ମହାକାଶ ଯିବାକୁ ବିବେଚିତ ହେଲେ । ୧୯୮୪ ଅକ୍ଟୋବର ମାସରେ ମହାକାଶ ଯାତ୍ରା କରିବା ସହ ପ୍ରଥମ ଆମେରିକୀୟ ମହିଳା ମହାକାଶ ପଦଚାରଣକାରୀ (ସ୍ପେସ୍ ୱାକର) ହେବାର ଗୌରବ ଅର୍ଜନ କରିଥିଲେ । ସେ ମୋଟ ୨୨ଦିନ, ୪ ଘଣ୍ଟା, ୪୯ମିନିଟ ମହାକାଶରେ ଅତିବାହିତ କରିଥିଲେ । []









ApplySandwichStrip

pFad - (p)hone/(F)rame/(a)nonymizer/(d)eclutterfier!      Saves Data!


--- a PPN by Garber Painting Akron. With Image Size Reduction included!

Fetched URL: https://or.wikipedia.org/wiki/%E0%AC%95%E0%AD%8D%E0%AD%9F%E0%AC%BE%E0%AC%A5%E0%AC%B0%E0%AC%BF%E0%AC%A8_%E0%AC%A1%E0%AC%BF._%E0%AC%B8%E0%AD%81%E0%AC%B2%E0%AC%BF%E0%AC%AD%E0%AC%BE%E0%AC%A8

Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy