Jump to content

ଏସିଟ୍ରେଟିନ

ଉଇକିପିଡ଼ିଆ‌ରୁ
ଏସିଟ୍ରେଟିନ
Clinical data
Trade namesSoriatane, Neotigason, others
AHFS/Drugs.commonograph
MedlinePlusa601010
Pregnancy
category
  • AU: X (High risk)
  • US: X (Contraindicated)
Routes of
administration
By mouth
Legal status
Legal status
Pharmacokinetic data
Bioavailability60%
Protein binding>99.9%
MetabolismHepatic
Elimination half-life49 hours
ExcretionFaeces & urine
Identifiers
  • (2E,4E,6E,8E)-9-(4-methoxy-2,3,6-trimethylphenyl)-3,7-dimethylnona-2,4,6,8-tetraenoic acid
ECHA InfoCard100.054.050 Edit this at Wikidata
Chemical and physical data
FormulaC21H26O3
Molar mass୩୨୬.୪୪ g·mol−1
3D model (JSmol)
  • O=C(O)\C=C(\C=C\C=C(\C=C\c1c(cc(OC)c(c1C)C)C)C)C
  • InChI=1S/C21H26O3/c1-14(8-7-9-15(2)12-21(22)23)10-11-19-16(3)13-20(24-6)18(5)17(19)4/h7-13H,1-6H3,(H,22,23)/b9-7+,11-10+,14-8+,15-12+ checkY
  • Key:IHUNBGSDBOWDMA-AQFIFDHZSA-N checkY
  (verify)

ଏସିଟ୍ରେଟିନ, ବେପାର ନାମ ସୋରିଆଟାନ୍ର, ଏକ ଔଷଧ ଯାହା ସୋରିଆସିସ, ଡିସକଏଡ ଲୁପସ, ଇକଥାୟୋସିସ ଓ ଡାରିଅର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] [] ଗୁରୁତର ରୋଗରେ ଏହା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ ଯଦି ଅନ୍ୟ ଚିକିତ୍ସା ଫଳପ୍ରଦ ହୋଇନଥାଏ । [] ଏହାକୁ ପାଟିରେ ଦିଆଯାଏ । [] ପୂର୍ଣ୍ଣ ଉପକାର ନିମନ୍ତେ ୨ରୁ ୩ ମାସ ଲାଗିପାରେ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଠର ପ୍ରଦାହ, କେଶହାନୀ, ଗଲୁ, ଶୁଖିଲା ଆଖି, ଗଣ୍ଠି ଯନ୍ତ୍ରଣା ଏବଂ ଚମ ପତଳା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା, ଯକୃତ ସମସ୍ୟା, ସହଜ ସୂର୍ଯ୍ୟଦ‌ହନ ଏବଂ ବିନାଇନ ଇଣ୍ଟାକ୍ରାନିଆଲ୍ ଉଚ୍ଚ ରକ୍ତଚାପ ହୋଇପାରେ । [] ଗର୍ଭଧାରଣ ସମୟରେ ବା ଦୁଇ ବର୍ଷ ପୂର୍ବରୁ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ରେଟିନଏଡ ପରିବାରର ଏକ ଔଷଧ । [] ରେଟିନୋଲକୁ ରେଟିନୋଏକ ଏସିଡରେ ପରିଣତ ହେବାକୁ ଏହା ରୋକିବାଦ୍ୱାରା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ । []

୧୯୬୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏସିଟ୍ରେଟିନ୍ ଅନୁମୋଦିତ ହୋଇଥିଲା ।[] ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୯୦ ଡଲାର । [] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୫ ପାଉଣ୍ଡ ହୋଇଥାଏ ।[] ଏହି ଔଷଧ ବ୍ୟବ‌ହାର କରିଥିବା ବ୍ୟକ୍ତି ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ରକ୍ତ ଦାନ କଲେ ଗ୍ରହିତା ତରଫରୁ ଜନ୍ମ ତୃଟି ହୋଇପାରେ । []

  1. ୧.୦ ୧.୧ ୧.୨ "Acitretin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 July 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ ୩.୩ ୩.୪ "Acitretin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 18 July 2021.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1327. ISBN 978-0-85711-369-6.{{cite book}}: CS1 maint: date format (link)
  5. "Acitretin Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 18 July 2021.
  6. "Acitretin Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 18 July 2021.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy