Jump to content

ମୋହିତ ଶର୍ମା

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମMohit Mahipal Sharma
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 199)1 August 2013 v Zimbabwe
ଶେଷ ଦିନିକିଆ18 June 2015 v Bangladesh
ଦିନିକିଆ ଜାମା ନମ୍ବର6
ପ୍ରଥମ ଟି୨୦ (cap 47)30 March 2014 v Australia
ଶେଷ ଟି୨୦7 September 2014 v England
ଟି୨୦ ଜାମା ନମ୍ବର18
ଘରୋଇ ଦଳ ତଥ୍ୟ
YearsTeam
2011–presentHaryana
2013–2015Chennai Super Kings
2016Kings XI Punjab
Career statistics
ପ୍ରତିଯୋଗିତା ODI T20I FC LA
ମ୍ୟାଚ ସଂଖ୍ୟା 21 4 24 40
ମୋଟ ରନ 31 0 354 128
ବ୍ୟାଟିଂ ହାର 7.75 0 12.64 12.80
ଶତକ/ଅର୍ଦ୍ଧଶତକ 0/0 0/0 0/0 0/0
ସର୍ବାଧିକ ରନ 11 0 49 24
ବଲ ସଂଖ୍ୟା 893 66 4,135 1823
ଉଇକେଟ 24 3 85 44
ବୋଲିଂ ହାର 32.16 34 22.82 33.00
ଇନିଙ୍ଗସରେ ୫ଟି ଉଇକେଟ 0 0 4 -
ମ୍ୟାଚରେ ୧୦ଟି ଉଇକେଟ 0 n/a 0 n/a
ସବୁଠୁ ଭଲ ବୋଲିଂ 4/22 1/11 5/45 4/22
କ୍ୟାଚ/ଷ୍ଟମ୍ପିଙ୍ଗ 5/– 3/– 4/– 12/-
Source: Cricinfo, 21 June 2015

ମୋହିତ ମହିପାଳ ଶର୍ମା  (ଜନ୍ମ 18 ସେପ୍ଟେମ୍ବର 1988 ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ହରିୟାଣା ତରଫରୁ ଘରେଇ କ୍ରିକେତେରେ ଦ୍ରୁତ ବୋଲର ହିସାବରେ ଖେଳନ୍ତି । 

ମୋହିତ ଶର୍ମା ଆଇପିଏଲରେ 2013 ମସିହାରେ ଚେନ୍ନଇ ଦଳ ତରଫରୁ ଖେଳୁଥିଲେ । 

ଅନ୍ତର୍ଜାତିକ ପ୍ରଦର୍ଶନ 

[ସମ୍ପାଦନା]

ସେ ଜିମ୍ବାବ୍ୱେ ବିପକ୍ଷରେ ଚତୁର୍ଥ ଏକଦିବାସୀୟ ଖେଳି ସେଥିରେ 10 ଓଭରରେ 26 ରନ ଦେଇ 2 ୱିକେଟ ନେବାଦ୍ୱାରା man of the match ପୁରସ୍କାର ପାଇଥିଲେ । .[][] 2014 T20 ବିଉଶ୍ୱକପ ଭାରତୀୟ ଦଳରେ ସେ ସ୍ଥାନ ପାଇଥିଲେ । 

ଅନ୍ତର୍ଜାତିକ ପୁରସ୍କାର 

[ସମ୍ପାଦନା]

One-Day International Cricket

[ସମ୍ପାଦନା]

Man of the Match awards

[ସମ୍ପାଦନା]
S No Opponent Venue Date Match Performance Result
1 Zimbabwe Queens Sports Club, Bulawayo 1 August 2013 10-3-26-2 ; DNB  India won by 9 wickets.[]

ଆଧାର 

[ସମ୍ପାଦନା]
  1. Derek Abraham (2 August 2013). "Mohit Sharma becomes second Indian after Sandeep Patil to be adjudged man of the match on ODI debut". Retrieved 2 August 2013.
  2. Dwaipayan Datta (1 August 2013). "Mohit Sharma makes his mark for India straight up". The Times of India. Retrieved 2 August 2013.
  3. "India in Zimbabwe ODI Series, 2013 - 4th ODI".
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy