Jump to content

ଶାକାହାର

ଉଇକିପିଡ଼ିଆ‌ରୁ


ଶାକାହାର
ବିବରଣୀଶାକାହାର ଉଦ୍ଭିଦମାନଙ୍କଠାରୁ ନିଆଯାଇଥାଏ, ଏହା ଅଣ୍ଡା ଓ କ୍ଷୀରଜାତ ଖାଦ୍ୟ ସହିତ/ରହିତ ହୋଇଥାଏ ।[]
ଆରମ୍ଭପୁରାତନ ଭାରତ, ପୁରାତନ ଗ୍ରୀସ; ଖ୍ରୀ.ପୂ. ୬ ବା ତାହା ଆଗରୁ
ପ୍ରକାରଅଣ୍ଡା ଶାକାହାର, କ୍ଷୀର ଓ କ୍ଷୀରଜାତ ଶାକାହାର, ଅଣ୍ଡା-କ୍ଷୀର ଶାକାହାର, ଶୁଦ୍ଧ ଶାକାହାର, କଞ୍ଚା ଶାକାହାର, ଫଳାହାର, ବୌଦ୍ଧ ଶାକାହାର

ଶାକାହାର ଉଦ୍ଭିଦ ଭିତ୍ତିକ (ଫଳ, ପରିବା, ଆଦି) ଖାଦ୍ୟାହାରକୁ ବୁଝାଇଥାଏ । ଏଥିରେ କ୍ଷୀର ଓ ଅଣ୍ଡାକୁ ସାମିଲ କରାଯାଇଥାଏ ବା ନ ଥାଏ, ଏହା ମାଂସ (ଲାଲ ମାଂସ, କୁକୁଡ଼ା ମାଂସ, ଓ ସାମୁଦ୍ରିକ ଜୀବ ମାଂସ). ପଶୁ ହତ୍ୟାର ସହ-ଉତ୍ପାଦରୁ ରହିତ ଖାଦ୍ୟ, ଯଥା ପଶୁଙ୍କଠାରୁ ତିଆରି ରେନେଟଜେଲାଟିନ,କୁ ଶାକାହାର ଭାବରେ ଗଣାଯାଏ ।[][]

  1. Frequently Asked Questions - Definitions
  2. What is a vegetarian? Archived 2013-04-30 at the Wayback Machine., The Vegetarian Society, December 11, 2010.
  3. Forrest, Jamie (December 18, 2007). "Is Cheese Vegetarian?". Serious Eats. Retrieved July 9, 2010.

ବାହାର ଲିଙ୍କ

[ସମ୍ପାଦନା]
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy