Jump to content

୧ (ସଂଖ୍ୟା)

ଉଇକିପିଡ଼ିଆ‌ରୁ
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷ ଡ଼ ଢ଼
ଓଡ଼ିଆ ସଂଖ୍ୟା

ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ()ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।[]

ଗାଣିତିକ ଧର୍ମ

[ସମ୍ପାଦନା]
  • ୧ ହେଉଛି ସେହି ସ୍ୱତଂତ୍ର ସଂଖ୍ୟା ଯାହା ମୌଳିକ ସଂଖ୍ୟା ନୁହଁ କି ଯୌଗିକ ସଂଖ୍ୟା ନୁହଁ ।
  • ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶିର ମୂଲ୍ୟ ସର୍ବଦା ୧ ହୁଏ ।
  • ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
  • ୧ ହେଉଛି ପ୍ରଥମ ଅଯୁଗ୍ମ ସଂଖ୍ୟା ତଥା ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ସଂଖ୍ୟା ।
  • ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।[]

ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ

[ସମ୍ପାଦନା]
  • ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[]

ବିବିଧ ବିଶେଷତ୍ୱ

[ସମ୍ପାଦନା]
  • ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।
  1. "The Multiplicative Identity Property". Retrieved 8 June 2018.
  2. "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
  3. Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 34.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy